Browsing Tag

unemployed engineers

ବେକାର ବସିଥିବା ଇଞ୍ଜିନିୟରଙ୍କ ପାଇଁ ଅଏଲ ଇଣ୍ଡିଆରେ ବାହାରିଲା ନିଯୁକ୍ତି, ମିଳିବ ଏତିକି ଲକ୍ଷ ଟଙ୍କା ଦରମା

ଯଦି ଆପଣ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି ଏବଂ ଏକ ଭଲ ଚାକିରି ଖୋଜୁଛନ୍ତି, ତା’ ହେଲେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ର ସରକାରଙ୍କ ଉଦ୍ଦ୍ୟୋଗ, ଅଏଲ ଇଣ୍ଡିଆ (Oil India Jobs) ଗ୍ରେଡ୍‌ ୭ ପଦଗୁଡ଼ିକ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି। କହି ରଖୁଛୁ କି, ଏହି ବିଭିନ୍ନ…