Browsing Tag

unique story

ବ୍ରେନ୍‌ ଷ୍ଟ୍ରୋକ୍‌ରେ ଚାଲିଯାଇଥିଲା ବାପାଙ୍କ ଜୀବନ; ଏବେ ୫୦ ବର୍ଷ ବୟସରେ ମା’ର ଦ୍ୱିତୀୟ ବିବାହ କରାଇଲା ଝିଅ…ବହୁତ…

ସୋସିଆଲ ମିଡିଆରେ ଏକ ମା’-ଝିଅ ଯୋଡ଼ିକୁ ଖୁବ୍‌ ପ୍ରଶଂସା କରାଯାଉଛି। ବାସ୍ତବରେ, ଝିଅଟି ମା’ର ଦ୍ୱିତୀୟ ବିବାହ କରାଇଛି। ଝିଅର ବୟସ ଯେତେବେଳେ ୨ ବର୍ଷ ଥିଲା, ସେତେବେଳେ ତା’ର ବାପା ଆରପାରିକୁ ଚାଲି ଯାଇଥିଲେ। ଏହାପରେ ମା’ ଏକୁଟିଆ ହିଁ ଝିଅର ଲାଳନପାଳନ କରିଥିଲେ। କିନ୍ତୁ ସେ କୌଣସି…

ଉତ୍ତର ପ୍ରଦେଶ: ବରଯାତ୍ରୀ ଧରି ଗୋଟିଏ ହିଁ କନ୍ୟା ଘରେ ପହଞ୍ଚିଗଲେ ଦୁଇଜଣ ବର, ଲୋକେ ହେଲେ ଚକିତ, ଶେଷରେ ଏମିତି…

କେବେ ଆପଣ ଶୁଣିଛନ୍ତି କି, କୌଣସି ବିବାହ ସମାରୋହରେ ଜଣେ କନ୍ୟାକୁ ବିବାହ କରିବା ପାଇଁ ଦୁଇ ଦୁଇଜଣ ବର ପହଞ୍ଚିଛନ୍ତି? ହଁ, ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର କନୌଜରେ। ଏଠାରେ କକଲାପୁର ଗାଁରେ ଜଣେ କନ୍ୟାକୁ ବିବାହ କରିବା ପାଇଁ ଦୁଇ ଦୁଇଜଣ ବର ପହଞ୍ଚି ଯାଇଥିଲେ। ଆଶ୍ଚର୍ଯ୍ୟର କଥା,…

ଦେହରେ ଲାଲ୍‌ ଯୋଡା, ଓଠରେ ହସ, ନିଜେ ଗାଡ଼ି ଚଲାଇ ବର ସାଙ୍ଗରେ ବାହାରିଲେ ଶାଶୁଘର ! ଦେଖନ୍ତୁ କନ୍ୟାର ନିଆରା ବିଦାୟୀ

ଯୁଗ ପରିବର୍ତ୍ତନ ହେଉଛି। ସମୟ ସହ ତାଳ ଦେଇ ଲୋକଙ୍କ ଜୀବନଶୈଳୀ ବି ବଦଳୁଛି। ନୂଆ ପିଢ଼ିର ଲୋକ ନୂଆ କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି। ଆଉ ବେଳେବେଳେ ସେମାନଙ୍କର କିଛି ଭିଡିଓ ବି ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା ସାଉଁଟୁଛି। ଏବେ ଏମିତି ହିଁ ଏକ ଭିଡିଓ ଲୋକଙ୍କ ମନ ଜିଣୁଛି।…

ଗଛ ବଞ୍ଚାଇବା ପାଇଁ ଏହି ବ୍ୟକ୍ତି ନେଲେ ଭଗବାନଙ୍କ ସାହାରା, ଏବେ କାଟିବାକୁ ଡରୁଛନ୍ତି ଲୋକେ

ଆପଣ ପିକେ ଫିଲ୍ମର ସେହି ସିନ୍‌ ନିଶ୍ଚୟ ଦେଖିଥିବେ, ଯେତେବେଳେ ଅମିର ଖାନ୍‌ ନିଜକୁ ବଞ୍ଚାଇବା ପାଇଁ ନିଜ ମୁହଁରେ ଭଗବାନଙ୍କ ଷ୍ଟିକର ଲଗାଇ ଦେଉଛନ୍ତି ଆଉ ମାଡ଼ ଖାଇବାକୁ ବଞ୍ଚିଯାଉଛନ୍ତି। ଠିକ୍‌ ଏମିତି ହିଁ ଜଣେ ବ୍ୟକ୍ତି ଭଗବାନଙ୍କ ସାହାରା ନେଇଛନ୍ତି। ଏଠି ସେ ନିଜ ପାଇଁ ନୁହେଁ, ବରଂ ଗଛ…

ଏମିତି ଏକ ନିଆରା ମଣିଷ କୃପାସିନ୍ଧୁ, ଯିଏକି ୨୬ ବର୍ଷ ହେଲାଣି ନିଜ ପିଲା ଭଳି ଜଙ୍ଗଲର ନେଉଛନ୍ତି ଯତ୍ନ

ଭିନ୍ନ ଏକ ମଣିଷ। ପେଶାରେ ଜଣେ ମନ୍ଦିରର ପୂଜକ କିନ୍ତୁ ନିଶା କିଛି ଅଲଗା। ତାଙ୍କ ଇଚ୍ଛା ଜଙ୍ଗଲକୁ ସୁରକ୍ଷା ଦେବା, ଗଛଲତା ଲଗାଇବା। ଏଥିପାଇଁ ପ୍ରତ୍ୟେକ ଦିନ ନିଜ ପୂଜା କାର୍ଯ୍ୟ ସାରି ଜଙ୍ଗଲକୁ ଚାଲିଯାଆନ୍ତି ନିଆରା ମଣିଷ କୃପାସିନ୍ଧୁ। ସେ ଏହି କାମ ଦିନେ କିମ୍ବା ଦୁଇଦିନ ନୁହେଁ ବରଂ ୨୬…