Browsing Tag

united they stand

ଗୋଟିଏ କଷ୍ଟକର କାମ ପାଇଁ ସବୁ ଗାଁ ଲୋକ ମିଶିଗଲେ ଆଉ ଘଣ୍ଟାକ ଭିତରେ କରିଦେଲେ ଏତେବଡ଼ କାମ, ଭିଡିଓ ଦେଖିଲେ ଆପଣ ବି…

ଏକତା ହିଁ ବଳ । ଏକଥା ଆମେ ପିଲା ବେଳୁ ପାଠରେ ପଢ଼ିଆ ଆସିଛୁ । ଆଉ ବଡ଼ ହେଲା ପରେ ଦେଖି ମଧ୍ୟ ଅଛୁ । ଏମିତି ଅନେକ ଉଦାହରଣ ରହିଛି ଏକାଠି ମିଶି କରାଗଲେ କାମ ଅତି ସହଜ ଓ ସଫଳ ହୋଇଯାଏ । ଅବଶ୍ୟ ବେଳେ ବେଳେ ଏକଥା ମଧ୍ୟ ସତ ହୋଇଯାଏ ଯେ ବେଶି ଲୋକରେ ମୂଷା ମରେ ନାହିଁ । ତେବେ ବର୍ତ୍ତମାନ ଆମେ…