Browsing Tag

unknown boy

ସୁଟକେସ୍‌ରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଖୋର୍ଦ୍ଧା (କେନ୍ୟୁଜ): ସୁଟକେସ୍‌ରୁ ମିଳିଲା ଯୁବକଙ୍କ ମୃତଦେହ । ଜଙ୍ଗଲରେ ମଧ୍ୟରେ ଫିଙ୍ଗା ଯାଇଥିଲା ଏହି ସୁଟକେସ୍‌ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରେ ପଡିଛି ସୁଟ୍‌କେସ । ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ…

ବିମାନ ବନ୍ଦରରୁ ସଂନ୍ଦିଗ୍ଧ ଯୁବକ ଅଟକ

ଭୁବନେଶ୍ବର: ପୁଣି ଭୁବନେଶ୍ୱର ବିମାନ ବନ୍ଦର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। ବିମାନ ବନ୍ଦରରୁ ଜଣେ ସଂନ୍ଦିଗ୍ଧ ଯୁବକ ଅଟକ। ଯୁବକ ଜଣଙ୍କ ରନୱେରେ ବୁଲୁଥିବା ବେଳେ ଧରିଲା ଏୟାର ଫିଲ୍ଡ ପୋଲିସ। ଯୁବକଙ୍କ ଘର ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଦିଲ୍ଲୀ ଯିବା ପାଇଁ…