କାନପୁର ୮ ପୋଲିସ କର୍ମଚାରୀ ସହିଦ ଘଟଣା: ବିକାଶର ମୁଖ୍ୟ ସହଯୋଗୀକୁ ଏନକାଉଣ୍ଟର କଲା ଏସଟିଏଫ
କେନ୍ୟୁଜ୍(ବ୍ୟୁରୋ): ବିକ୍ରୁର ଗବ୍ଦର ସିଂ । ଗାଁରେ ଥିଲା ଭାରି ଦୁର୍ଦ୍ଦାନ୍ତ । ସୋଲେ ଫିଲ୍ମର ଗବ୍ଦର ଭଳି ବିକାଶ ଦୁବେ ଚଳାଇଥିଲା ନିଜ ସିଣ୍ଡିକେଟ । ବିନା ଇସାରାରେ ଗଛରୁ ପତ୍ର ଝଡୁନଥିଲା କି କୂଅରୁ ପାଣି କାଢ଼ୁନଥିଲେ ମହିଳା । କଥା କଥାରେ ଫୁଟାଉଥିଲା ବନ୍ଧୁକ । ଫିଲ୍ମର କୌଣସି ଭିଲେନ…