Browsing Tag

urdu ct sudents

ଏବେ ନିଜ ଭାଷାରେ ପରୀକ୍ଷା ଦେଇପାରିବେ ଉର୍ଦ୍ଦୁ ସିଟି ଛାତ୍ରଛାତ୍ରୀ

କେନ୍ୟୁଜ : ଉର୍ଦ୍ଦୁ ସିଟି ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ପରୀକ୍ଷା ଦେବା ନେଇ ଥିବା ସମସ୍ୟା ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଉଦ୍ୟମରେ ସମାଧାନ ହୋଇଛି । ଏଥିପାଇଁ ଶତାଧିକ ଉର୍ଦ୍ଦୁ ଛାତ୍ରଛାତ୍ରୀ ବିଧାୟକ ସଞ୍ଜୀବଙ୍କ ବାସଭବନକୁ ଯାଇ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ କୃତଜ୍ଞତା…