ଆମେରିକା ସେନାର ବ୍ଲାକ୍ ହକ୍ ହେଲିକପ୍ଟର କ୍ରାସ୍, ୩ ନ୍ୟାସନାଲ ଗାର୍ଡ ପାଇଲଟଙ୍କ ମୃତ୍ୟୁ
ଆମେରିକାରେ ଏକ ଦୁର୍ଘଟଣା ଘଟିଛି। ଇହାଦୋରେ ଆମେରିକା ସେନାର ବ୍ଲାକ୍ ହକ୍ ହେଲିକପ୍ଟର କ୍ରାସ୍ ହୋଇଛି। ସୂଚନା ମୁତାବକ, ଏହି ବ୍ଲାକ୍ ହକ୍ ହେଲିକପ୍ଟରରେ ତିନି ଜଣ ନ୍ୟାସନାଲ ଗାର୍ଡ ପାଇଲଟ୍ ଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହି ୩ ପାଇଲଟ୍ଙ୍କ ମଧ୍ୟରେ…