୨୨ ବର୍ଷୀୟା ନାଓମି ଓସାକା ଦ୍ଵିତୀୟ ଥର ପାଇଁ ଜିତିଲେ ‘ୟୁଏସ ଓପନ ଟାଇଟଲ’, ଫାଇନାଲରେ ଅଜାରେଙ୍କାଙ୍କୁ…
ଜାପାନର ୨୨ ବର୍ଷୀୟା ନାଓମି ଓସାକା ଦ୍ଵିତୀୟ ଥର ପାଇଁ ଆମେରିକା ଓପନ ଟାଇଟଲ ଜିତିଛନ୍ତି। ଫାଇନାଲରେ ଓସାକା ବେଲାରୁଷର ଅଜାରେଙ୍କାଙ୍କୁ ହରାଇ ଦେଇଥିଲେ। ପ୍ରଥମ ସେଟ ହାରିବା ପରେ ଓସାକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଲଗାତାର ଦୁଇଟି ସେଟ ଜିତି ପୂରା ମ୍ୟାଚକୁ ହିଁ ଜିତିଯାଇଥିଲେ।…