Browsing Tag

utera arrested

ରାଉରକେଲା ପ୍ଲାଣ୍ଟ ସାଇଟ୍‌ ପୋଲିସକୁ ବଡ଼ ସଫଳତା, କବ୍‌ଜାରେ ୫ ଆନ୍ତଃରାଜ୍ୟ ଡକାୟତ

ରାଉରକେଲା(କେନ୍ୟୁଜ୍) : ରାଉରକେଲା ପ୍ଲାଣ୍ଟ ସାଇଟ୍‌ ପୋଲିସକୁ ବଡ଼ ସଫଳତା । ପୋଲିସ କବ୍‌ଜାରେ ୫ ଆନ୍ତଃରାଜ୍ୟ ଡକାୟତ । ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅଞ୍ଚଳରୁ ଆସି ରାଉରକେଲାରେ ଚଳାଇଥିଲେ ଡକାୟତି । ବିଶ୍ରା ଅଞ୍ଚଳରେ ଏକ ବଡ଼ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ପୋଲିସ ପହଞ୍ଚି…