Browsing Tag

uttarakhand forest

ଯୁବ ଇଞ୍ଜିନିୟରଙ୍କର ପ୍ରକୃତି ପ୍ରେମ : ଏକା ଲଗାଇଲେ ୫୪ ହଜାର ଗଛ !

ଉତ୍ତରାଖଣ୍ଡରରେ ରହୁଥିବା ଜଣେ ଇଞ୍ଜିନିୟର କୌଣସି ଫାର୍ମ କରି ନୁହେଁ, ବରଂ ଚର୍ଚ୍ଚାକୁ ଆସିଛନ୍ତି ଜଙ୍ଗଲ ତିଆରି କରି । ଗୋଟିଏ କି ୨ଟି ନୁହେଁ, ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଏହି ଇଞ୍ଜିନିୟର, ଏକୁଟିଆ ତିଆରି କରିଛନ୍ତି , ୪୮ଟି ଜଙ୍ଗଲ । ପ୍ରକୃତିର ପରମ ବନ୍ଧୁ ସିଏ । ପରିବେଶର ସେବକ ।…