Browsing Tag

v s naipaul

ନୋବେଲ ବିଜେତା ବି.ଏସ୍ ନାୟପଲଙ୍କ ପରଲୋକ

ସାହିତ୍ୟରେ ନୋବେଲ ଜିତିଥିବା ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଲେଖକ ନାୟପଲଙ୍କ ଲଣ୍ଡନ ସ୍ଥିତ ଘରେ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ତ୍ରିନିଦାଦର ଚଗବାନସରେ ତାଙ୍କ ଜନ୍ମ ହୋଇଥିଲା । ୨୦୦୧ରେ ସେ ସାହିତ୍ୟ ପାଇଁ ନୋବେଲ ସମ୍ମାନରେ ସମ୍ମାନିତ ହୋଇଥିଲେ ।…