ଲୋକଙ୍କୁ ଚାକିରି ମିଳୁନଥିବା ବେଳେ ଏହି କମ୍ପାନୀ ଦେଉଛି କୁକୁରଙ୍କୁ ନିଯୁକ୍ତି, ମାସିକ ଦରମା ଲକ୍ଷାଧିକ ଟଙ୍କା
ଏବେ ଦେଶ ଦୁନିଆରେ ବେରୋଜଗାରି ସମସ୍ୟା ବଢ଼ିବାରେ ଲାଗିଛି। ବେକାରୀ ସମସ୍ୟା ଯୋଗୁ ଦେଶର ଅଧିକାଂଶ ଯୁବକ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଗୋଟେ ପଟେ ଲୋକଙ୍କୁ ଚାକିରି ମିଳୁନଥିବା ବେଳେ ଅନ୍ୟପଟେ ଏକ ଏଭଳି କମ୍ପାନୀ ରହିଛି, ଯିଏ କୁକୁରଙ୍କୁ ମୋଟା ଅଙ୍କର ଦରମାରେ ଚାକିରି ଦେଉଛି।…