Browsing Tag

vaccine awareness

Tinder ଆଣୁଛି ଟିକାକେନ୍ଦ୍ର, କେବଳ ଡେଟିଂ ନୁହେଁ ଭ୍ୟାକ୍ସିନ ବିଷୟରେ ଥିବା ସବୁ ଦ୍ବନ୍ଦ୍ୱ ବି ଦୂର କରିବ ଏହି ଆପ୍

କରୋନା ସହ ଲଢ଼ିବା ପାଇଁ ଦେଶରେ ଟିକାକରଣ ଆରମ୍ଭ ହୋଇଛି। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ଟେକ୍ କମ୍ପାନୀ ଆଗକୁ ଆସୁଛନ୍ତି। ଯୁବପିଢ଼ିଙ୍କୁ ଟିକା ନେବାକୁ ସଚେତନ କରିବା ପାଇଁ ଏବେ Tinder ବି ଅଣ୍ଟା ଭିଡ଼ିଛି। ଡେଟିଂ ଆପ୍ Tinder ଏବେ ଟିକାକରଣ ଉପରେ ଏଜୁକେସନାଲ ଗାଇଡ଼ ସେୟାର…