Browsing Tag

vaccine centers

ସାରା ରାଜ୍ୟର ୧୬୧ କେନ୍ଦ୍ରକୁ ପଠାଯାଉଛି କୋଭିଡ ଭ୍ୟାକସିନ୍, ଭୁବନେଶ୍ୱର ଏମସ୍‌ ସହ ୬ଟି ସେଣ୍ଟରରେ ବ୍ୟବସ୍ଥା

ଭୁବନେଶ୍ବର: ରାଜଧାନୀରେ ମୋଟ ୬ଟି ହସପିଟାଲରେ ହେବ ଟିକାକରଣ । କ୍ୟାପିଟାଲ ହସପିଟାଲ, ୟୁନିଟ ଫୋର ସରକାରୀ ହସପିଟାଲ, ବିଏମସି ହସପିଟାଲ, କିମସ୍‌ ହସପିଟାଲ ଓ ଏମସ୍‌ରେ ଟିକାକରଣ କରାଯିବ । ପ୍ରତି ଭ୍ୟାକସିନ ସେଣ୍ଟରରେ ୧୦୦ ଜଣଙ୍କୁ ଟିକା ଦିଆଯିବ । ମୋଟ୍‌ ୬୦୦ ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବ।…