Browsing Tag

varicose veins problem

ଶିରାପ୍ରଶିରା ନୀଳ ପଡ଼ୁଥିଲେ, ଆପଣାନ୍ତୁ ଏହି ଘରୋଇ ଉପାୟ ଦୂର ହେବ ସମସ୍ୟା

କିଛି ଲୋକଙ୍କ ପାଦ ଓ ପଞ୍ଝା ପାଖେ ଶିରାଗୁଡ଼ିକ ନୀଳ ରଙ୍ଗ ପଡ଼ିଯାଇଥିବା ଦେଖିବାକୁ ମିଳେ। ଏହାକୁ ଡାକ୍ତରୀ ଭାଷାରେ ଭାରିକୋଜ ଭେନ୍‌ କୁହାଯାଏ। ପ୍ରଥମେ ପ୍ରଥମେ ଏହା ଅସୁବିଧା ସୃଷ୍ଟି କରୁନଥିଲେ ମଧ୍ୟ ଧୀରେ ଧୀରେ ଏହାଦ୍ୱାରା ପାଦରେ କଷ୍ଟ ଅନୁଭବ ହେବା ଓ ଷ୍ଟିପ୍‌ ହେବା ଭଳି ସମସ୍ୟା…