ଜାନୁଆରୀରେ ହିଁ ହାତକୁ ଦି’ହାତ ହେବେ ବରୁଣ ଧଓ୍ଵନ୍, ସାମ୍ନାକୁ ଆସିଲା ଡେଟ୍
ବଲିଉଡ୍ ଅଭିନେତା ବରୁଣ ଧଓ୍ଵନ୍ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶ ଦଲାଲଙ୍କ ବିବାହ ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏବେ ସେମାନେ ବିବାହ କରୁଥିବା ନେଇ ସ୍ପଷ୍ଟ ହୋଇଛି। ଏଥିସହ ସେମାନଙ୍କ ବିବାହ ତାରିଖ ବି ଫିକ୍ସ ହୋଇଛି। ଜାନୁଆରୀ ୨୪ ତାରିଖରେ ଏହି ଲଭ୍ ବାର୍ଡସ୍ ବିବାହ…