ପ୍ଲଟ୍ କିଣିବା ସମୟରେ ଏହି ୫ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ, କରନ୍ତୁ ନାହିଁ ଅଣଦେଖା
ଆଜିର ଦୁନିଆରେ ସବୁ ମଣିଷର ସ୍ବପ୍ନ ଯେ ତାର ନିଜର ଘର କିମ୍ବା ପ୍ଲଟ ରହିଥାଉ। ଭଲ ଯାଗାଟେ କିଣିବା ପାଇଁ ବ୍ୟକ୍ତି ନିଜର ସବୁ ସଞ୍ଚୟ ଟଙ୍କାକୁ ଖର୍ଚ୍ଚ କରିଥାଏ। କିନ୍ତୁ ପ୍ଲଟ କିଣିବା ସମୟରେ ବାସ୍ତୁ ଶାସ୍ତ୍ରର ନିୟମକୁ ଅଣଦେଖା କରିଥାନ୍ତି। ଯାହା ପରେ ବହୁତ ପ୍ରକାରର ସମସ୍ୟା ନେଇ ଆସିଥାଏ।…