ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍ ସମୟସୀମା ବୃଦ୍ଧି, କୋଭିଡ଼-୧୯ ପରିସ୍ଥିତି…
ଭୁବନେଶ୍ବର: ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ମାର୍ଚ୍ଚ ୨୯ ତାରିଖ ଯାଏ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ଼-୧୯ ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଗାଡ଼ି ପାସ୍ ବୈଧ ରହିବ । ପାସ୍ ନବୀକରଣ ପାଇଁ ଥାନାରେ ଅଯଥା…