Browsing Tag

Vespa racing sixities

Piaggio ଲଞ୍ଚ କଲା ସ୍ପେଶାଲ ଏଡିସନ Vespa racing Sixties, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

Piaggio ଇଣ୍ଡିଆ ଭାରତୀୟ ବଜାରରେ ଲଞ୍ଚ କରିଛି ଲୋକପ୍ରିୟ ସ୍କୁଟର Vespa ରେସିଂ ସିକ୍ସିଟିଜ୍‌। ଯାହାକୁ ଗ୍ରାହକ ଅନେକ ଦିନରୁ ଅପେକ୍ଷା କରିଥିଲେ। କମ୍ପାନୀ ଏହି ସ୍କୁଟରକୁ ଅଟୋ ଏକ୍ସପୋ ୨୦୨୦ରେ ପ୍ରବେଶ କରାଇଛି। ସବୁଠାରୁ ବଡ ଖାସ୍‌ କଥା ହେଲା, ଏହି ସ୍କୁଟରର ଗ୍ରାଫିକ୍ସ ସ୍କିମ ୧୯୬୦ର…