Below header
Browsing Tag

vice president

‘ସମାଜ’କୁ ଶହେ, ଯୋଗଦେଲେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

କଟକ(କେନ୍ୟୁଜ୍):  ଶହେ ବର୍ଷରେ ପଦାର୍ପଣ କରିଛି ଓଡ଼ିଆ ଖବରକାଗଜ ସମାଜ । କଟକର ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ପାଳିତ ହେଉଛି ଏହାର ଶତବାର୍ଷିକୀ ଉତ୍ସବ। ଲୋକସେବକ ମଣ୍ଡଳ ଓ ସମାଜ ପରିବାର ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଏମ…

ବିଶ୍ୱ କବି ମହାକୁମ୍ଭର ଉଦଯାପନୀ ସମାରୋହରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି, ଓଡ଼ିଶାରେ ଏଭଳି ଆୟୋଜନ ପାଇଁ…

ଭୁବନେଶ୍ବର(କେନ୍ୟୁଜ୍): ବିଶ୍ୱ କବି ମହାକୁମ୍ଭର ଉଦଯାପନୀ ସମାରୋହ । କିଟ୍‌ ପରିସରରେ ଚାଲିଥିବା ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି । କହିଥିଲେ, ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ…

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ବିମାନବନ୍ଦର ଠାରୁ ରାଜଭବନ, କିଟ୍‌ ବିଶ୍ୱବିଦ୍ୟାଳୟ ଓ କଟକ ପର୍ଯ୍ୟନ୍ତ ସୁରକ୍ଷାର ଯାଞ୍ଚ…

ଆସନ୍ତା ୬ ତାରିଖରେ ଭୁବନେଶ୍ୱର ଆସିବେ ଉପରାଷ୍ଟ୍ରପତି, ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଦିନିକିଆ ଗସ୍ତରେ କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ତା ପୂର୍ବରୁ ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ଭୁବନେଶ୍ୱର ସ୍ଥିତ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବସିଥିଲା…

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଲେ କିସ୍‌ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଲେ କିସ୍‌ ଛାତ୍ରଛାତ୍ରୀ । କିସ୍‌ ବିଶ୍ୱବିଦ୍ୟାଳୟର ୨୫ ଜଣ ଛାତ୍ରୀଛାତ୍ରୀ ଓ ପ୍ରତିନିଧି ଆଜି ଦିଲ୍ଲୀରେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ଉପସ୍ଥିତ ଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ…