Browsing Tag

violating covid guidelines

ଲକ ଡାଉନରେ ଚାଲିଥିଲା ବିବାହ, ସିଏମସି ଏନଫୋର୍ସମେଣ୍ଟ ଟିମ ପହଞ୍ଚି କାଟିଲେ ୫୦ ହଜାର ଟଙ୍କାର ଫାଇନ

କଟକ(କେ ନ୍ୟୁଜ): ଲକ ଡାଉନରେ ଚାଲିଥିଲା ବିବାହ ଉତ୍ସବ। କଟକଣାକୁ ଅମାନ୍ୟ କରି ଜୋରଦାର ଚାଲିଥିଲା ଭୋଜିପର୍ବ । ସାଙ୍ଗସାଥି ବନ୍ଧୁବାନ୍ଧବ ମାନେ ଭୋଜିଭାତ ନାଚଗୀତର ଭରପୁର ମଜା ନେଉଥିବା ବେଳେ ହଠାତ ପଶି ଆସିଥିଲେ ପ୍ରଶାସନ । ଆଉ ଚଢ଼ାଉ କରି କାଟିଥିଲେ ମୋଟା ଅଙ୍କର ଫାଇନ । କଟକସ୍ଥିତ…

ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: ଗତ ୨୪ଘଣ୍ଟାରେ ୨୪ଲକ୍ଷ ୧୦ହଜାର ୬୫୦ ଫାଇନ୍ ଆଦାୟ, ୨୭ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ। କରୋନା କଟକଣା ଭାଙ୍ଗିବା ଅଭିଯୋଗରେ ୨୪ଲକ୍ଷ ୧୦ହଜାର ୬୫୦ ଟଙ୍କା ଆଦାୟ କରାଯାଇଛି। ଗତ ୨୪ଘଣ୍ଟାରେ ଗିରଫ ହୋଇଛନ୍ତି ୨୭ଜଣ। ସେହିପରି ୩ଟି ମାମଲା ରୁଜ୍ଜୁ ହେବା ସହ ୪୨୯ଟି ଗାଡି ଜବତ କରାଯାଇଛି। କରୋନା ସଂକ୍ରମଣ…

ଜେଲ୍‌ ଫେରନ୍ତାଙ୍କୁ କଳସ ସ୍ୱାଗତ: ନାଚ ଗୀତ ସାଙ୍ଗକୁ ରିଷ୍ଟ ଖଣ୍ଡନ ପାଇଁ କରାଗଲା କୁକୁଡ଼ା ଅର୍ପଣ

ବଲାଙ୍ଗିର(କେନ୍ଯୁଜ୍): ଜେଲ୍‌ ଫେରନ୍ତାଙ୍କୁ କଳସ ସ୍ୱାଗତ। ବଲାଙ୍ଗିର ତୁଷୁରା ଥାନା ସିରାବାହର ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ନିଶା ବେପାର ଅଭିଯୋଗରେ ଜେଲ ଯାଇଥିବା ଜଣେ ବ୍ୟକ୍ତି ଜେଲ୍‌ରୁ ମୁକୁଳିବା ପରେ ଗାଁ ଦାଣ୍ଡରେ ପ୍ରତି ଘର ଆଗରେ କଳସ ରଖି ସ୍ୱାଗତ କରାଯାଇଛି। ଏହି…

କୋଭିଡ଼ କଟକଣା ଉଲଂଘନ: ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ, ଅପରାଜିତା ଷଡଙ୍ଗୀଙ୍କ ନାଁରେ କେବେ ?

ଭୁବନେଶ୍ବର: ଦୁଇ ଜଣ ଜନପ୍ରତିନିଧି । ଜଣେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅନ୍ୟ ଜଣେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ଦୁଇ ଜଣଙ୍କ ନାଁରେ ରହିଛି କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗ । କୋଭିଡ୍‌ କଟକଣା ଉଲଂଘନ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ…

କୋଭିଡ ଗାଇଡଲାଇନ ନ ମାନିବାରୁ ଭୋଜି ସିଜ କଲା ପ୍ରଶାସନ, ରନ୍ଧା ଖାଦ୍ୟ ଜବତ

ଭୁବନେଶ୍ୱର (କେନ୍ୟୁଜ) : କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗାଁ ଠୁ ସହର ଏବେ ସବୁଠାରେ କରୋନାର ଭୟ । ତେବେ କରୋନା ଠାରୁ ଦୂରୋଇ ରହିବା ପାଇଁ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ନିଜର ଉଦ୍ୟମ ଜାରି ରଖିଥିବାବେଳେ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର…

ଜମିଲା ବରଯାତ୍ରୀ: ନା ଅଛି ସାମାଜିକ ଦୂରତ୍ବ ନା ଅଛି କାହା ମୁହଁରେ ମାସ୍କ, କୋଭିଡ୍ ନିୟମକୁ ଖୁଲମ୍ ଖୁଲା କଲେ ଅମାନ୍ଯ

ବ୍ରହ୍ମପୁର: କରୋନାକୁ ନେଇ ଚାରିଆଡେ କୋକୁଆ ଭୟ । ପରିସ୍ଥିତି ଏବେ ଅସମ୍ଭାଳ । ପେଟକୁ ଦାନା ମୁଠାଏ ପାଇଁ ଏବେ ହନ୍ତସନ୍ତ ହେଲେଣି ଲୋକେ। ଗାଁଠୁ ନେଇ ସଂସଦ ସବୁଠି କରୋନାକୁ ନେଇ ଚର୍ଚ୍ଚା ।  କିନ୍ତୁ ଏମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ଯେଉଁଠି ନା ଅଛି କରୋନାକୁ ନେଇ ଭୟ ନା…