ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: ଗତ ୨୪ଘଣ୍ଟାରେ ୨୪ଲକ୍ଷ ୧୦ହଜାର ୬୫୦ ଫାଇନ୍ ଆଦାୟ, ୨୭ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ। କରୋନା କଟକଣା ଭାଙ୍ଗିବା ଅଭିଯୋଗରେ ୨୪ଲକ୍ଷ ୧୦ହଜାର ୬୫୦ ଟଙ୍କା ଆଦାୟ କରାଯାଇଛି। ଗତ ୨୪ଘଣ୍ଟାରେ ଗିରଫ ହୋଇଛନ୍ତି ୨୭ଜଣ। ସେହିପରି ୩ଟି ମାମଲା ରୁଜ୍ଜୁ ହେବା ସହ ୪୨୯ଟି ଗାଡି ଜବତ କରାଯାଇଛି।

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରୁ ରଖି ଗତ ମେ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ୍‌ ଓ ଆଂଶିକ ଲକ୍‌ଡାଉନ୍‌ ଚାଲିଛି। ଏହା ସହ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିଛି । ତେବେ ସଟ୍‌ଡାଉନରେ କରୋନା କଟକଣା ନମାନି ବାହାରେ ବୁଲୁଛନ୍ତି କିଛି ଅମାନିଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.