ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଅଶାନ୍ତ ବାଂଲାଦେଶ: ୧୦୫ରୁ ଅଧିକ ମୃତ, ୨୫ଶହ ଆହତ
ଅଶାନ୍ତ ବାଂଲାଦେଶ । ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଜୁଲାଇ ୧ରୁ ଚାଲିଥିବା ବିକ୍ଷୋଭ ଉଗ୍ର ରୂପ ନେଇଛି । ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଆଇନ୍ ବ୍ୟବସ୍ଥାର ଚିନ୍ତାଜନକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରବ୍ୟାପୀ…