ବିବାହର ୧୭ ଦିନ ପରେ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ହେଲା ଫେରାର, ଖବର ହେଲା ଭାଇରାଲ
ବିବାହର ୧୭ ଦିନ ପରେ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ହେଲା ଫେରାର। ବିବାହର ମାତ୍ର କେଇ ଦିନ ମଧ୍ୟରେ ଘର ଛାଡି ପ୍ରେମିକ ଘରକୁ ଚାଲିଗଲା ଯୁବତୀ। ପ୍ରେମିକ ମଧ୍ୟ ନିଜ ବିବାହିତା ପ୍ରେମିକାକୁ ପାଖରେ ରଖିବା ପାଇଁ ଖୁସି ଖୁସି ହୋଇଗଲେ ରାଜି।
ଘଟଣାଟି ଝାଡ଼ଖଣ୍ଡ ରାଜ୍ୟର। ଗତ ୩ ଜୁଲାଇରେ ଏହି ଯୁବତୀ…