ସୋସିଆଲ ମିଡିଆରେ ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ
ପୁରୀ: ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ । ଇନ୍ଷ୍ଟାଗ୍ରାମ୍ରେ ଇଣ୍ଡିଆନ୍ ଟେମ୍ପୁଲ ନାମକ ଏକ ଆଇଡିରେ ଶ୍ରୀମନ୍ଦିରର ଏହି ଫଟୋ ଛଡାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ନୃସିଂହ ମନ୍ଦିର ସମ୍ମୁଖରୁ ଏହି ଫଟୋ ନିଆଯାଇଛି ।
ଏହି ଆଇଡିରେ ଫଟୋଟି ଚଳିତ ମାସ ୨ ତାରିଖରେ…