Browsing Tag

virat and anushka from sharja ground

ଯେତେବେଳେ ଖେଳ ପଡ଼ିଆରୁ ବିରାଟ ଅନୁଷ୍କାଙ୍କୁ ପଚାରିଲେ ଖାଇଲଣି କି ? ଦେଖନ୍ତୁ କ’ଣ କହିଲେ ପ୍ରଶଂସକ

ଶାରଜାହ : ଅନୁଷ୍କା ଓ ବିରାଟଙ୍କ ଲଭ୍‌ ଲାଇଫ ସବୁବେଳେ ଚର୍ଚ୍ଚାରେ ଥାଏ । ଦୁହେଁ ଦୁହିଁଙ୍କୁ ଏମିତି ପ୍ରେମ କରନ୍ତି ଯେ ତାହା ଦେଖଣାହାରୀଙ୍କ ନଜରରୁ ବି ଛପି ରହେ ନାହିଁ । ଅନୁଷ୍କା ଏବେ ମା’ ହେବାକୁ ଯାଉଛନ୍ତି । ତେଣୁ ତାଙ୍କର ଖାସ୍‌ ନଜର ଏବେ ରଖୁଛନ୍ତି ବିରାଟ କୋହିଲ୍‌ । ଏବେ ବିରାଟ…