Below header
Browsing Tag

vivaha panchami

ବିବାହ ହେଉନାହିଁ କିମ୍ବା ବାରମ୍ବାର ଭାଙ୍ଗି ଯାଉଛିକି, ତେବେ ଆପଣଙ୍କ ପାଇଁ କାଲି ଅଛି ସୁବର୍ଣ୍ଣ ସୁଯୋଗ

ବର୍ଷର କିଛି ଦିନକୁ ଅତି ଖାସ ବା ସ୍ପେଶାଲ ଭାବରେ ଧରାଯାଏ । ଆଉ ଏଭିତରୁ କେତେ ଗୁଡିଏ ଦିନକୁ ବିବାହ ପାଇଁ ଅତି ଶୁଭ ଧରାଯାଏ । ଆଉ ସେଭିତରୁ ଗୋଟିଏ ଦିନ ହେଉଛି ବିବାହ ପଞ୍ଚମୀ । ବିଶ୍ୱାସ କରାଯାଏକି ପ୍ରଭୁ ଶ୍ରୀରାମ ଓ ମା ସୀତାଙ୍କର ବିବାହ ଏହି ଦିନ ହୋଇଥିଲା । ଓଡ଼ିଆ କ୍ୟାଲେଣ୍ଡର…