Browsing Tag

walk on muddy road

ଆମେ ସବୁଦିନ ଯାଉଛୁ ତୁମେ ଦିନକ ପାଇଁ ଯାଅ: ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଲୋକେ

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଘଟିଛି ଏକ ଅପ୍ରୀତିକର ପରିସ୍ଥିତି। ରାସ୍ତା କାର୍ଯ୍ୟ ସରି ନପାରିବାରୁ ତାତିଲେ ଗ୍ରାମବାସୀ। ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଲୋକେ। ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ଫୁଲିଉଠିଛି।…