Browsing Tag

wall collapses

ମୁମ୍ବାଇରେ ଅଘଟଣ: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘରର କାନ୍ଥ, ୧୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ଅଘଟଣ । ପ୍ରବଳ ବର୍ଷାରେ ମୁମ୍ବାଇର ଚେମ୍ବୁରର ଭାରତ ନଗର ଅଞ୍ଚଳରେ କିଛି ଘରର କାନ୍ଥ ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୁମ୍ବାଇର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କାନ୍ଥ ଭୁଶୁଡ଼ି ପଡ଼ିଥିବାସ୍ଥାନରୁ ୧୬ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ…

ଯାଜପୁର: ବାଲିପାଟଣା ଗାଁରେ ମାଟି କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ

ଯାଜପୁର(କେନ୍ୟୁଜ୍): କାନ୍ଥ ନେଲା ଜୀବନ। ମାଟି କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ବନମାଳୀ ସାହୁ ଓ ଚନ୍ଦନ ଲେଙ୍କା। ଆଜି ସକାଳେ ଘର ମରାମତି କାମ ଚାଲିଥିବାବେଳେ ହତାଠ୍‌ କାନ୍ଥ ଭୁଷୁଡି ପଡିଥିଲା।…