Browsing Tag

warble band

ମୌସୁମୀ ଅନୁଯାୟୀ ଶରୀରକୁ ଥଣ୍ଡା ଗରମ ରଖିବାକୁ ତିଆରି ହେଲା ଡିଭାଇସ, ଏମିତି କରିବ କାମ

ଆମେରିକାର ବୈଜ୍ଞାନିକ ଏମିତି ଏକ ପଟ୍ଟି ଉଦ୍ଭାବନ କରିଛନ୍ତି ଯାହାକୁ ପିନ୍ଧିଲେ ମୌସୁମୀ ଅନୁସାରେ ଶରୀରକୁ ଥଣ୍ଡା ଏବଂ ଗରମ ରଖି ହେବ । ଏହାକୁ ହାତରେ ବାନ୍ଧି ହେବ ସହଜରେ ଚାଲବୁଲା ମଧ୍ୟ କରିହେବ । ଏହି ପଟ୍ଟିକୁ ଅମେରିକାର ସୈନ ଟିଆଗୋ ୟୁନିଭର୍ସିଟିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି…