Browsing Tag

weather change

ବଦଳିଲା ପାଗ : ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା

କଟକ / ଭୁବନେଶ୍ବର: ବଦଳିଲା ପାଗ । ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା । ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଛି ପାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରେ କୋହଲା ପାଗ ।…

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ବଦଳିବ ପାଗ, ୨୯ ଓ ୩୦ରେ କିଛି ଜିଲ୍ଲାରେ ବର୍ଷା

ଭୁବନେଶ୍ୱର : ବଢ଼ିବ ତାପମାତ୍ରା, କମିବ ଶୀତ । ରାଜ୍ୟରେ ଆଗାମୀ ୨ ଦିନ ମଧ୍ୟରେ ବଦଳିବ ପାଗ । ଦିନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି । ତାପମାତ୍ରା ବୃଦ୍ଧି ସହ କମିବ ଶୀତ । ସେହିପରି ୨ ଦିନ ପାଇଁ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୪…

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ, ଏ ମାସରେ ବିଶେଷ ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନୀଙ୍କ…

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ।  ଶୀତର ଦେଖା ନାହିଁ  ।  ଓଡ଼ିଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହୁଛି ।  ଉପକୂଳରେ ରାତିରେ ଗରମ ଅନୁଭୂତ ହେଉଛି ।  ସବୁଠି ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହୁଛି । ଯେଉଁଠି ତୁଷାରପାତ ହେବା କଥା ସେଠି…

ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ): ଶୀତ ସରିବାକୁ ନାହିଁ କିନ୍ତୁ ପାଗକୁ କୋହଲା କରିବାକୁ ଆସୁଛି ବର୍ଷା ପାଗ । ପୁଣି ବଦଳିବ ପାଗ।  ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ଓଡ଼ିଶା । ଆଜିଠୁ ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର,…

କାଲିଠୁ ପାଗ ବଦଳିବା ସହ ବଢ଼ିବ ଶୀତ, ଛାଡିବ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): କାଲିଠୁ ବଦଳିବ ପାଗ । ବଢ଼ିବ ଶୀତ । କାଲିଠୁ ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ…