Below header
Browsing Tag

weather

ବଦଳିଲା ପାଣିପାଗ ମିଜାଜ୍ : ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଣିପାଗ ମିଜାଜ। ସକାଳୁ ପାଗରେ ହଠାତ ପରିବର୍ତ୍ତନ ହୋଇଛି। ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଟ୍ରଫ୍‌ଲାଇନ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା…

ରାଜ୍ୟରେ ଆସନ୍ତା ୨ ଦିନ ମଧ୍ୟରେ ଖସିବ ପାରଦ: ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହେବ ବିଜୁଳ, ଘଡଘଡି ସହ ବର୍ଷା

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ । ଏହି ସମୟରେ ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବ । ବିଜୁଳ, ଘଡଘଡି ବର୍ଷା ସହ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା…

୪୦ଡିଗ୍ରୀ ଉପରେ ରାଜ୍ଯର ୧୬ଟି ଜିଲ୍ଲାର ପାରଦ: ବିଶ୍ୱର ସବୁଠୁ ତତଲା ସହର ପାଲଟିଲା ବାରିପଦା

ବାରିପଦା: ସବୁଠୁ ଉତ୍ତପ୍ତ ସହର ବାରିପଦା। ବିଶ୍ୱର ଅନେକ ଘରୋଇ ପାଣିପାଗ ସଂସ୍ଥାର ତଥ୍ୟ ଅନୁସାରେ ମଙ୍ଗଳବାର ବାରିପଦା ୪୪.୬ ଡିଗ୍ରୀ ସହ ବିଶ୍ୱର ସବୁଠୁ ତତଲା ସହର ପାଲଟିଥିଲା। ଯାହାକି ଏବର୍ଷର ସବୁଠୁ ଅଧିକ ତାପମାତ୍ରା । ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ ହୋଇଛି।…

ମାଡି ଆସୁଛି ଖରା: ଏପ୍ରିଲ ପହିଲାରୁ ରାଜ୍ୟରେ ବଢିବ ଗ୍ରୀଷ୍ମ ପ୍ରକୋପ, ୬ଜିଲ୍ଲା ପାଇଁ ହିଟୱେଭ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ମାଡି ଆସୁଛି ଖରା। ଏପ୍ରିଲ ପହିଲାରୁ ଆହୁରି ବଢିବ ଗ୍ରୀଷ୍ମର ପ୍ରକୋପ। ରାଜଧାନୀ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ତାତିବ। ବିଶେଷକରି ପ୍ରଥମ ସପ୍ତାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ। ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୬ଜିଲ୍ଲା…

ରାଜ୍ୟରେ ବଢୁଛି ତାତି: ୯ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍, ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି ତାତି । ଗତକାଲି ୯ଟି ସହରରେ ପାରଦ ୪୦ ଡିଗ୍ରୀ ପାର କରିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ସେଠାରେ ୪୦ ଦଶମିକ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର, ବଲାଙ୍ଗିର, ସୋନପୁର, ଅନୁଗୋଳ, ବାରିପଦା,…

ଆସନ୍ତା ୨୯ରୁ ୩୧ ଯାଏ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ପାରଦ ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ , ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ ଜିଲ୍ଲା । ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଥିଲା। ଏଥିସହ କଟକ, ଅନୁଗୁଳ,…

ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି, ଭୁବନେଶ୍ୱର ଓ ବାରିପଦାରେ ସର୍ବାଧିକ ତାତି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ରବିବାର ବିଭିନ୍ନ ସ୍ଥାନରେ ଦୁଇ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଛି । ଭୁବନେଶ୍ୱର ଓ ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଦୁଇ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ…

ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା! ଆସନ୍ତା ୨୪ ଘଣ୍ଟା ନିମନ୍ତେ ୧୧ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ରାଜ୍ୟର ପଶ୍ଚିମ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସମ୍ଭାବ୍ୟ ବଜ୍ରପାତ ସହ ବର୍ଷା ପାଇଁ ଆସନ୍ତା ୨୪ ଘଣ୍ଟା ନିମନ୍ତେ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ୮ଟା ୩୦…

ରାଜ୍ଯର ବିଭିନ୍ନ ସ୍ଥାନରେ ହାଲ୍‌କା ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ

ଭୁବନେଶ୍ବର : ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି କହିଛି ଆଞ୍ଚଳିକ…

କୁହୁଡି ଆଉ ବର୍ଷା : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଦେଖାଯିବ ଘନ କୁହୁଡ଼ି, ୨୯ ତାରିଖ ଆଡ଼କୁ…

ଭୁବନେଶ୍ବର : ରାଜ୍ୟରେ ଶୀତ କମିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ବଢ଼ିଛି। ଫଳରେ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା…

କନ୍ଧମାଳରେ ଶୀତର ଲହରୀ, ଥଣ୍ଡା ଦାଉରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଛନ୍ତି ଲୋକେ

କନ୍ଧମାଳ: କନ୍ଧମାଳରେ ଶୀତର ଲହରୀ । ଶୀତ ଦାଉରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଛନ୍ତି ସ୍ଥାନୀୟ ଲୋକେ । ପ୍ରାୟ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିରେ ଆଛାଦିତ ହୋଇ ରହୁଛି ସହର । ଘନ କୁହୁଡି ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଚଳିତ ବର୍ଷ ଫୁଲବାଣୀରେ…