Browsing Tag

wedding photo

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ ସହ ସିଭିଲ୍‌ ମ୍ୟାରେଜ କରି ଅଭିନେତ୍ରୀ ତାଙ୍କ ଜୀବନରେ ଏକ ନୂତନ ଆରମ୍ଭ କରିଛନ୍ତି । ଏହି ବିବାହରେ ବଲିଉଡର ଅନେକ ଷ୍ଟାର ଯୋଗ ଦେଇଥିଲେ । ତେବେ ସାତ ବର୍ଷ ଧରି ପରସ୍ପରକୁ ଡେଟ କରିବା…

ଦିଲଜିତ ଦୋସାଞ୍ଜଙ୍କ ସିକ୍ରେଟ ମ୍ୟାରେଜ୍‌କୁ ନେଇ ଚର୍ଚ୍ଚା, ଭାଇରାଲ ହେଉଛି ଫଟୋ

ଦିଲଜିତ ଦୋସାଞ୍ଜଙ୍କ ସିକ୍ରେଟ ମ୍ୟାରେଜ୍‌କୁ ନେଇ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚା ଜୋର ଚାଲିଛି । ତେବେ ସୋସିଆଲ ମିଡିଆରେ କିଆରା ଆଡଭାନୀଙ୍କ ଏକ ପୁରୁଣା ଇଣ୍ଟର ଭ୍ୟୁ ଯୋଗୁ ଏହା ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ଅଜାଣତରେ ଦିଲଜିତଙ୍କ ପୁଅ ବିଷୟରେ କହିଥିଲେ । ଏହାର କିଛି ସମୟ ପରେ,…

ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକରଙ୍କ ବିବାହର ଫାଷ୍ଟ ଫଟୋ ଆସିଲା ସାମ୍ନାକୁ, ଫ୍ୟାନ୍ସ ଜଣାଇଲେ ଅଭିନନ୍ଦନ

ଟିଭି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଓ ତାଙ୍କ ପ୍ରେମିକ ଅପୂର୍ବ ପଡଗାଓଁକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକର ଫେବୃଆରୀ ୨୦, ମଙ୍ଗଳବାର ଦିନ ସମ୍ପୂର୍ଣ୍ଣ ମରାଠୀ ରୀତିନୀତିରେ ବିବାହ କରିଛନ୍ତି । ଯାହାର ଫାଷ୍ଟ ଝଲକ୍‌ ସାମ୍ନାକୁ ଆସିଛି । ତେବେ…

ବାହାଘରରେ ବର କନ୍ୟାଙ୍କ ଭଲ ସଟ୍ ନେବା ପାଇଁ ଏମିତି କୌଶଳ ଆପଣେଇଲେ ଏହି ବ୍ୟକ୍ତି, ଦେଖନ୍ତୁ ଏହି ମଜାଦାର୍ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ବିଚିତ୍ର ପ୍ରକାର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । କେତେକ ଅତ୍ୟନ୍ତ ମଜାଦାର ଭିଡିଓ ଏବଂ କେତେକ ଆଶ୍ଚର୍ଯ୍ୟଜନକ ଭାଇରାଲ ହେଉଛି । କିନ୍ତୁ ନିକଟରେ ଏପରି ଏକ ବିବାହ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖି ଆପଣ ଫଟୋଗ୍ରାଫରଙ୍କ ପ୍ରତିଭାକୁ ପ୍ରଶଂସା…

ବଲିଉଡର ବଦ୍ରିଙ୍କୁ ମିଳିଗଲା ଦୁଲହନିୟାଁ, ସୋସିଆଲ ମିଡିଆରେ ଫଟୋ ଭାଇରଲ

ବଲିଉଡ ଅଭିନେତା ବରୁଣ ଧୱନ ପିଲାଦିନର ସାଥି ତଥା ପ୍ରେମିକା ନତାଶା ଦଲାଲାଙ୍କ ସହିତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମହାରାଷ୍ଟ୍ରର ଅଲିବାଗସ୍ଥିତ ଏକ ବିଚ୍ ରିସର୍ଟରେ ମ୍ଯାନସନ ହାଉସରେ ହୋଇଛି। ତାଙ୍କ ବିବାହ ବେଳେର କିଛି ଫଟୋକୁ ବରୁଣ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର…