Browsing Tag

Well cleaning

କୂଅ ସଫା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ଜଣେ ମୃତ

ଦିଗପହଣ୍ଡି (କେନ୍ୟୁଜ) : ଶ୍ବାସରୁଦ୍ଧ ହୋଇ ଜଣେ ମୃତ ।  କୂଅରୁ ପଙ୍କ ଉଦ୍ଧାର ବେଳେ ଶ୍ବାସରୁଦ୍ଧ ହୋଇ ଗଲା ଜୀବନ ।  ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗଣିଆନାଳରେ ଏହି ଅଘଟଣ ଘଟିଛି। କୂଅ ଭିତରୁ ମାଟି ପଙ୍କ ବାହାର କଲାବେଳେ…