Browsing Tag

WHO corona update

ଭାରତକୁ WHOର ପ୍ରଶଂସା: ବିଶ୍ୱ ଆଗରେ ଦିଆଗଲା ଧରାବୀରେ ହୋଇଥିବା କରୋନା ନିୟନ୍ତ୍ରଣର ଉଦାହରଣ

ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ପ୍ରଶଂସା । କରୋନା ରୋକିବା ନେଇ ବିଶ୍ୱ ଆଗରେ ଦିଆଗଲା ମୁମ୍ବାଇ ଧରାବୀର ଉଦାହରଣ । ମୁମ୍ବାଇର ଏହି ଧରାବୀ ବସ୍ତି ଏସିଆ ମହାଦେଶର ସବୁଠାରୁ ବଡ଼ ବସ୍ତି । ଏଠାରେ ପାଖାପାଖି ୧୦ ଲକ୍ଷ ଲୋକ ରୁହନ୍ତି । ଏହି ବସ୍ତିରେ ମଧ୍ୟ କରୋନା…