ଭାରତକୁ WHOର ପ୍ରଶଂସା: ବିଶ୍ୱ ଆଗରେ ଦିଆଗଲା ଧରାବୀରେ ହୋଇଥିବା କରୋନା ନିୟନ୍ତ୍ରଣର ଉଦାହରଣ

ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ପ୍ରଶଂସା । କରୋନା ରୋକିବା ନେଇ ବିଶ୍ୱ ଆଗରେ ଦିଆଗଲା ମୁମ୍ବାଇ ଧରାବୀର ଉଦାହରଣ । ମୁମ୍ବାଇର ଏହି ଧରାବୀ ବସ୍ତି ଏସିଆ ମହାଦେଶର ସବୁଠାରୁ ବଡ଼ ବସ୍ତି । ଏଠାରେ ପାଖାପାଖି ୧୦ ଲକ୍ଷ ଲୋକ ରୁହନ୍ତି । ଏହି ବସ୍ତିରେ ମଧ୍ୟ କରୋନା ହୋଇଥିଲା । ତେବେ ସ୍ଥାନୀୟ ପ୍ରଶାସନ, ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ସରକାରଙ୍କ ଯୋଗୁ ଏଠାରେ କରୋନା ନିୟନ୍ତ୍ରଣ କରାଯାଇପାରିଛି ।

whoବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଇଟାଲି, ସ୍ପେନ୍ ଏବଂ ଦକ୍ଷିଣ କୋରିଆ ଏମତି କି, ଧରାବିରେ ସଂକ୍ରମଣ ଯେତେ ତୀବ୍ର ହେଲେ ବି କରୋନାଭାଇରସ୍‌କୁ କଠୋର କାର୍ଯ୍ୟାନୁଷ୍ଠାନ ଦ୍ବାରା ଦୁର କରାଇ ଦିଆଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.