Browsing Tag

wife kill to husband

ସ୍ୱାମୀ ରକ୍ତର ହୋଲି ଖେଳିଲା ସ୍ତ୍ରୀ ନିଜ ହାତରେ ପୋଛିଦେଲା ସିନ୍ଦୁର, ସ୍ୱାମୀକୁ କଇଁଚିରେ ଭୁଷି କଲା ହତ୍ୟା

ସ୍ତ୍ରୀ ଚୋଟରେ ସ୍ୱାମୀର ଉଡିଗଲା ପ୍ରାଣ । ନିଜ ହାତରେ ସ୍ତ୍ରୀ ପୋଛିଦେଲା ନିଜ ମଥା ସିନ୍ଦୁର । ନିଜ ୩୦ ବର୍ଷିୟ ସ୍ୱାମୀକୁ କଇଁଚିରେ ମାରି ହତ୍ୟା କଲା ସ୍ତ୍ରୀ । ସ୍ୱାମୀ ଚାପୁଡାର ଜବାବ ହତ୍ୟା କରି ଦେଲା ସ୍ତ୍ରୀ । ଆସାମ ସିଲଚରରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ଏଠାରେ ଜଣେ ୨୫…

ସମ୍ପର୍କରେ ବଢିଲା ତିକ୍ତତା: ଦିଗପହଣ୍ଡିରେ ସ୍ବାମୀ ମାରିଲା ସ୍ତ୍ରୀକୁ, ଆଠଗଡରେ ସ୍ତ୍ରୀ ହତ୍ୟା କଲା ସ୍ବାମୀକୁ

ଆଠଗଡ଼(କେନ୍ୟୁଜ୍): ଆଠଗଡ଼ ଏନଏସି ଅଧିନ ଚାରି ନମ୍ବର ୱାଡ଼ ହରିଜନ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରା ମାଡ଼ରେ ସ୍ବାମୀ ଘଟଣା ସ୍ଥଳରେ ମୃତ୍ୟ ବରଣ କରିଥିବା ଦେଖିବାକୁ ମିଳିଛି , ମୃତ ସ୍ୱାମୀ ଜଣଙ୍କ ହେଲେ ମଙ୍ଗୁଳି ନାଏକ । ସ୍ତ୍ରୀ ରୀନା ନାଏକ ଓ ତାଙ୍କ  ସ୍ବାମୀ ମଧ୍ୟରେ  …