ପତ୍ନୀ ସବୁ ବେଳେ ଫୋନ୍ରେ ବ୍ୟସ୍ତ ରହୁଥିଲେ, ରାଗି ଗଲେ ପତି ଓ ଏମିତି କାଣ୍ଡ କରି ବସିଲେ…
ଦିଲ୍ଲୀର ପ୍ରେମନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ଅବୈଧ ସମ୍ପର୍କକୁ ନେଇ ସନ୍ଦେହ କରୁଥିବା ସ୍ୱାମୀ ଗତ ଶନିବାର ରାତିରେ ସ୍ତ୍ରୀକୁ ମାରି ଟୁକୁଡା ଟୁକୁଡା କରିଦେଇଛି । ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ନିଜ ପତ୍ନୀର ଫୋନ ସଦାବେଳେ ବ୍ୟସ୍ତ ଆସୁଥିବାରୁ ତାକୁ ସନ୍ଦେହ…