Below header
Browsing Tag

wild animal attack

ସୁନ୍ଦରଗଡ଼ ସଲଙ୍ଗାବୁଡ଼ରେ ଅଜଣା ବନ୍ୟଜନ୍ତୁ ଉତ୍ପାତ: ୧୨ ଜଣଙ୍କୁ କାମୁଡି କଲା କ୍ଷତାକ୍ତ, ୩ଗୁରୁତର

ସୁନ୍ଦରଗଡ଼ (କେନ୍ୟୁଜ୍): ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଅଜଣା ବନ୍ୟଜନ୍ତୁ ଉତ୍ପାତ । ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡି କ୍ଷତାକ୍ତ କରିଛି ଏହି ଜନ୍ତୁ । ୧୨ ଜଣଙ୍କୁ କାମୁଡିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତଖାନାରୁ…

ନୟାଗଡ଼ ଖଣ୍ଡପଡା କାଦୁଆ ସାହିରେ ଜଙ୍ଗଲି ବାରହା ଆକ୍ରମଣରେ ୫ଗୁରୁତର

ନୟାଗଡ଼ : ନୟାଗଡ଼ ଖଣ୍ଡପଡା କାଦୁଆ ସାହିରେ ଜଙ୍ଗଲି ବାରହା ଆକ୍ରମଣରେ ୫ଗୁରୁତର। ସମସ୍ତଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଙ୍ଗଲ ମଧ୍ୟରୁ ବାରହାଟି ଚାଲି ଆସି ଲୋକମାନଙ୍କୁ ଆକ୍ରମଣ କରିଥିଲା।