ନୟାଗଡ଼ ଖଣ୍ଡପଡା କାଦୁଆ ସାହିରେ ଜଙ୍ଗଲି ବାରହା ଆକ୍ରମଣରେ ୫ଗୁରୁତର

ନୟାଗଡ଼ : ନୟାଗଡ଼ ଖଣ୍ଡପଡା କାଦୁଆ ସାହିରେ ଜଙ୍ଗଲି ବାରହା ଆକ୍ରମଣରେ ୫ଗୁରୁତର। ସମସ୍ତଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଙ୍ଗଲ ମଧ୍ୟରୁ ବାରହାଟି ଚାଲି ଆସି ଲୋକମାନଙ୍କୁ ଆକ୍ରମଣ କରିଥିଲା।

Leave A Reply

Your email address will not be published.