Browsing Tag

wine death

ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ଘଟଣାରେ କ୍ଷତିପୂରଣ ଓ କାର୍ଯ୍ୟନୁଷ୍ଠାନ ଦାବି କଲା ବିଜେପି ଓ କଂଗ୍ରେସ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି। ୨୫ରୁ ଅଧିକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ତିହିଡି ଥାନା ଦୌଲତପୁର ଓ ଯଶିପୁର ଗାଁରେ ଏହି ଘଟଣା ଘଟିଛି। ଗାଁରେ ୨ଜଣ ଓ ବାଟରେ ଜଣଙ୍କର ମୃତ୍ୟୁ…

ଭଦ୍ରକ : ମଦ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଭଦ୍ରକ : ମଦ ମୃତ୍ୟୁ ସଂଖ୍ଯା ୬କୁ ବୃଦ୍ଧି । ବିଷାକ୍ତ ମଦ ପିଇ ୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ତିହିଡି ଥାନା ଦୌଲତପୁର ଓ ଯଶିପୁର ଗାଁରେ ଏହି ଘଟଣା ଘଟିଛି। ଏହାସହ ୩୦ ଗୁରୁତର ଅଛନ୍ତି । ସେମାନଙ୍କୁ ଭଦ୍ରକ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ୨ଜଣ ଓ ବାଟରେ ଜଣଙ୍କର…