Below header
Browsing Tag

woman attacked

ସାମାନ୍ୟ ବଚସାରୁ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି

ଭଦ୍ରକ (କେନ୍ୟୁଜ): ଗାଁରେ ଏକ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଥମେ ବଚସା। ପରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଅନ୍ୟ ଯୁବକ ମାନଙ୍କୁ ନେଇ ଜଣେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡ଼କ ପଂଚାୟତ ଅଣ୍ଡରାଇ ଗାଁରେ।…

ମଧ୍ୟ ରାତ୍ରିରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପୂର୍ବ ଶତ୍ରୁତାକୁ ନେଇ ରାତି ଅଧରେ ଯୁବତୀଙ୍କ ଘରେ ପଶି କଲେ ଆକ୍ରମଣ

ଭୁବନେଶ୍ୱର (କେନ୍ୟୁଜ): ପୂର୍ବ ଶତ୍ରୁତାକୁ ନେଇ ରାତି ଅଧରେ ଯୁବତୀଙ୍କୁ ଘରେ ପଶି ଆକ୍ରମଣ। ରାଜଧାନୀ ଭୁନେଶ୍ୱର କାନନ ବିହାର ଫେଜ୍ ୨ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବାଣପୁରର ଓ ଯାଜପୁରର ଦୁଇ ଜଣ ଯୁବତୀ ଗୋଟିଏ ଭୁବନେଶ୍ୱରର ଏକ କ୍ଲବରେ କାମ କରୁଥିବା ବେଳେ କାନନ ବିହାରରେ ଭଡ଼ାରେ ରହୁଥିଲେ।…

ଜମି ବାଡି଼କୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ: ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆନ୍ଦୋଳା ପଞ୍ଚଯାତର ଜୁରାଗଡ଼ିଆ ଗ୍ରାମରେ ଜମି ବାଡି଼କୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ଭୁଜାଲି ଦ୍ୱାରା ମାହିଲାଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଓ ପରେ ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

“ଆଖି ବନ୍ଦ କର, ମୁଁ ସରପ୍ରାଇଜ ଦେବି” କହି ଭାବି ସ୍ୱାମୀଙ୍କ ଗଳା କାଟିଲେ ଯୁବତୀ

ଆନ୍ଧ୍ର ପ୍ରଦେଶରେ ଏକ ଲୋମଟାଙ୍କୁରୀ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଅନକାପାଲ୍ଲୀ ଜିଲ୍ଲାର ପୁଷ୍ପା ନାମକ ଜଣେ ମହିଳା ନିଜ ଭାବି ସ୍ୱାମୀ ରାମଙ୍କୁ ସରପ୍ରାଇଜ ଦେବା ବାହାନାରେ ଡାକି ନିଜ ଭାବି ସ୍ୱାମୀଙ୍କ ଗଳା କାଟି ତାଙ୍କୁ ଗଭୀର ଭାବେ ଆଘାତ ପହଞ୍ଚାଇଛନ୍ତି । ଆଉ ଏବେ ଆହତ ଯୁବକ…

ଯାଜପୁର ଟାଉନ: ଗାଁ ଦାଣ୍ଡରେ ଭାଇ-ବୋହୂକୁ ଦେଢଶୁରର ମରଣାନ୍ତକ ଆକ୍ରମଣ

ଯାଜପୁର ଟାଉନ(କେନ୍ଯୁଜ୍): ଗାଁ ଦାଣ୍ଡରେ ଭାଇ-ବୋହୂକୁ ଦେଢଶୁରର ମରଣାନ୍ତକ ଆକ୍ରମଣ ଅଭିଯୋଗ। ଯାଜପୁର ମଙ୍ଗଳପୁର ଥାନା ନୂଆପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ ଗାଁକୁ ଏକ ଟ୍ରାକ୍ଟର ଆସିଥିବା ବେଳେ ଗାଁର ପ୍ରଦୀପ ବାରିକଙ୍କ ସହିତ ଟ୍ରକ ଡ୍ରାଇଭରଙ୍କ ସହିତ ଝଗଡା…