Below header
Browsing Tag

woman burnt alive

ଘର ଭିତରେ ଜିଅନ୍ତା ଜଳିଗଲେ ମହିଳା, ସ୍ବାମୀ ଓ ପରିବାର ଲୋକେ ଫେରାର

ଜଳେଶ୍ୱର (କେନ୍ୟୁଜ): ଘର ଭିତରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ମହିଳା । ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ଯୁ ହୋଇଛି । ବାଲେଶ୍ବର ଭୋଗରାଇ ବ୍ଲକ ନୟାବାଲି ଗାଁରେ ଏହି ଅଘଟଣ ଘଟିଛି । ଘଟଣା ପରେ ସ୍ବାମୀ ଏବଂ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି…

ନିଶାସକ୍ତ ସ୍ବାମୀର ନାରକୀୟ କାଣ୍ଡ: କୋଠରୀରେ ବନ୍ଦ କରି କିରୋସିନ ଢାଲି ଜାଳିଦେଲା ସ୍ତ୍ରୀକୁ

କୁଚିଣ୍ଡା(କେନ୍ୟୁଜ୍): ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ସମ୍ବଲପୁର ମହୁଲପାଲି ଥାନା କେଶେଇବାହାଲ ପଂଚାୟତ ଫଟାଟାଙ୍ଗର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ହେଲେ ଲିଲିମା ରଣା । ଅଭିଯୋଗ ଅନୁଯାୟୀ, ଲିଲିମାଙ୍କ ସ୍ୱାମୀ ରଘୁରଣା ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରିଥିଲେ ।…