Below header

ଘର ଭିତରେ ଜିଅନ୍ତା ଜଳିଗଲେ ମହିଳା, ସ୍ବାମୀ ଓ ପରିବାର ଲୋକେ ଫେରାର

ଘର ଭିତରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ମହିଳା । ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ଯୁ ହୋଇଛି । ବାଲେଶ୍ବର ଭୋଗରାଇ ବ୍ଲକ ନୟାବାଲି ଗାଁରେ ଏହି ଅଘଟଣ ଘଟିଛି ।

ଜଳେଶ୍ୱର (କେନ୍ୟୁଜ): ଘର ଭିତରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ମହିଳା । ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ଯୁ ହୋଇଛି । ବାଲେଶ୍ବର ଭୋଗରାଇ ବ୍ଲକ ନୟାବାଲି ଗାଁରେ ଏହି ଅଘଟଣ ଘଟିଛି । ଘଟଣା ପରେ ସ୍ବାମୀ ଏବଂ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଭୋଗରାଇ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.