Below header
Browsing Tag

woman gave birth

ଅଲୋଡ଼ା ହେଲା ନବଜାତ ଶିଶୁ; ଜନ୍ମ କଲା ସନ୍ତାନକୁ ହସ୍ପିଟାଲରେ ଫୋପାଡ଼ି ଦେଇ ଗଲା ନିର୍ଦ୍ଦୟୀ ମା’

ନୂଆଦିଲ୍ଲୀ : ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଜନ୍ମ କଲା ଶିଶୁକୁ ହସ୍ପିଟାଲରେ ଫୋପାଡ଼ି ଦେଇ ଚାଲିଗଲା ମା’। ଆଜିବି ଅନେକ ସ୍ଥାନରେ ଶିଶୁ ମାନଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲିଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଝାଡ଼ଖଣ୍ଡ RIMS ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା…

କଟକ ଏସସିବି ମେଡ଼ିକାଲରେ ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

କଟକ (କେନ୍ୟୁଜ): ଗୋଟିଏ ପୁରୁଣା ଢଗ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପ୍ପର ଫାଡ଼ି ଦିଅନ୍ତି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଢ଼ିହପଡା ଅଞ୍ଚଳରୁ । ଆଜି କଟକ ଏସସିବି ମେଡ଼ିକାଲରେ ଜଣେ ମହିଳା ୪ ସନ୍ତାନ ଜନ୍ମ ଦେଇଛନ୍ତି । ଜନ୍ମ ନେଇଥିବା ସମସ୍ତେ ଶିଶୁକନ୍ୟା ବୋଲି ଖବର…

ଟ୍ରକ ଜାମରେ ଫସିଲା ଅଟୋ, ଶେଷରେ ଅସହ୍ଯ ଯନ୍ତ୍ରଣା ସହିନପାରି ଗାଡି ଭିତରେ ପୁତ୍ରସନ୍ତାନ ଜନ୍ମ ଦେଲେ ଗର୍ଭବତୀ

ଆନନ୍ଦପୁର : ଜାତୀୟ ରାଜପଥ ୨୦ର କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ଫଳରେ ରାସ୍ତାଟି ଅନେକ ସମୟ ସମ୍ପୁର୍ଣ୍ଣ ରୂପେ ଅବରୋଧ ହୋଇ ରହୁଥିବା ବେଳେ ଦୁଖଃ ଦୁର୍ଦ୍ଦଶାରେ ସମୟ କାଟୁଛନ୍ତି…

ଲକଡାଉନରେ ପୁରୀ ବୁଲିବାକୁ ଆସି ଆଉ ଫେରି ପାରିଲେନି ଦମ୍ପତି, ଶେଷରେ ରାସ୍ତା ଉପରେ ପ୍ରସବ କଲେ ମହିଳା

ପୁରୀ: ରାସ୍ତା ଉପରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ଲକଡାଉନରେ ପୁରୀ ବୁଲିବାକୁ ଆସି ଫସି ଯାଇଛନ୍ତି ଦମ୍ପତ୍ତି । ଘରକୁ ଫେରିନପାରି ଏକ ଘର ବାରଣ୍ଡାରେ ୪ ପିଲାମାନଙ୍କୁ ଧରି ପଡ଼ିରହିଛନ୍ତି । ସେଠାରେ ହିଁ…

କୋରାପୁଟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା, ଜନ୍ମ ଦେଲେ ଶିଶୁପୁତ୍ର

କୋରାପୁଟ: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା। ଜନ୍ମ ଦେଲେ ଶିଶୁପୁତ୍ର। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାଠରଗଡ଼ା ସଙ୍ଗରୋଧ ଗୃହରେ ଘଟିଛି ଏହି ଘଟଣା । ତେବେ ବର୍ତ୍ତମାନ  ମାଆ ଓ ଶିଶୁ ପୁତ୍ର ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡିଛି । ଉଭୟଙ୍କୁ ବୋରିଗୁମ୍ମା…

ଅଲୌକିକ ଘଟଣା ! ଆତ୍ମହତ୍ୟା ପରେ ପିଲା ଜନ୍ମ ଦେଲେ ମହିଳା, ଜୀବିତ ଏବଂ ସୁରକ୍ଷିତ ଅଛି ଶିଶୁ

ଅନେକ ସମୟରେ ଆପଣମାନେ ଶୁଣିଥିବେ ପିଲା ଜନ୍ମ ପରେ ମା’ର ମୃତ୍ୟୁ ହୋଇଛି । କିନ୍ତୁ କେବେ ଶୁଣିଛନ୍ତି ମୃତ୍ୟୁ ପରେ ପିଲା ଜନ୍ମ କରିବା ? ନିଶ୍ଚୟ ଭାବରେ କହିବେ ଏହା ସମ୍ଭବ ନୁହେଁ । କିନ୍ତୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମଧ୍ୟପ୍ରଦେଶର କଟନୀ ଅଂଚଳରେ । ଜଣେ ମହିଳା ଫାଶୀ ଲଗାଇ…