Browsing Tag

Woman gives birth to sextuplets

ଦଶ ମିନିଟ୍ ଭିତରେ ୬ଟି ସନ୍ତାନ , ୪ଟି ଯାଆଁଳା ପୁଅ ଓ ୨ଟି ଯାଆଁଳା ଝିଅକୁ ଜନ୍ମ ଦେଲେ ମହିଳା

ହୟୁଷ୍ଟନ,ଟେକ୍ସାସରେ ଜଣେ ମହିଳା ଶୁକ୍ରବାର ଦିନ ୩ଥରରେ ଛଅଟି ସ୍ତାନଙ୍କୁ ୧୦ମିନିଟ୍ ଭିତରେ ଜନ୍ମ ଦେଇଛନ୍ତି । ଥେଲମା ଚିକା ନାମକ ଏହି ମହିଳା ଟିକ୍ସାସର ବୁମନ ହସ୍ପିଟାଲରେ ଏହି ଯମଜ ସନ୍ତାନ ମାନଙ୍କୁ ଜନ୍ମ ଦେଇଥିବା ଜଣାପଡିଛି । ତେବେ ଦୁଇଟି ସେଟ୍ ରେ ଦୁଇଟି ଦୁଇଟି ଯମଜ ପୁତ୍ର…