Browsing Tag

woman injured

ଶ୍ରୀ ମନ୍ଦିର ଭିତରେ ଅଭାବନୀୟ ଘଟଣା: ଦୀପ ନିଆଁ ଲାଗି ମହିଳା ଆହତ

ପୁରୀ (କେନ୍ୟୁଜ): ଶ୍ରୀ ମନ୍ଦିରଭିତରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଦୀପ ନିଆଁ ଲାଗି ମହିଳା ଆହତ। ମହିଳା ଜଣଙ୍କ ଭୁବନେଶ୍ୱରରୁ ଆସିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମହିଳା ଜଣଙ୍କ ବାହାର କାଠ ନିକଟରେ ଦୀପ ଲଗାଇବା ସମୟରେ ହଠାତ ତାଙ୍କ ଶାଢ଼ୀରେ ନିଆଁ…

ଗଞ୍ଜାମ କୁଶମଳା ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ମହିଳା ଗୁରୁତର

ବ୍ରହ୍ମପୁର: ଶିକାରୀ ଗୁଳିରେ ମହିଳା ଗୁରୁତର। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ବୁରାତାଲ ପଞ୍ଚାୟତର ପାହାଡ଼ ଉପର ଗାଁ କୁଶମଳା ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ ପାଖ ଗାଁ ଡାବୁଆଳିର ମମତା ଭୂୟାଁ। ମମତା ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ…

ବ୍ରହ୍ମଗିରି: ଡବା ଖୋଲିବାରୁ ଫୁଟିଲା ବୋମା, ବିସ୍ଫୋରଣରେ ମହିଳା ଗୁରୁତର

ବ୍ରହ୍ମଗିରି(କେନ୍ୟୁଜ୍): ଡବା ଖୋଲିବାରୁ ଫୁଟିଲା ବୋମା। ବିସ୍ଫୋରଣରେ ମହିଳା ଗୁରୁତର। ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧର୍ମକିର୍ତ୍ତି ଗାଁରେ ଏହି ଘଟଣା ଘଟିଛି। ଗୁରୁତର ମହିଳା ଜଣକ ହେଲେ କୁନ୍ତଳା ପରିଡ଼ା। ପ୍ରଥମେ ତାଙ୍କୁ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…