Below header
Browsing Tag

woman raped

କରଜ ଟଙ୍କା ଶୁଝି ନପାରିବାରୁ ମହିଳାଙ୍କୁ ସ୍ୱାମୀ ଆଗରେ ଦୁଷ୍କର୍ମ କଲା ମହାଜନ, ପୁଣି ଭିଡ଼ିଓ କଲା ଭାଇରାଲ

ଏକ ଅଭାବନୀୟ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ପୁନେ ଅଂଚଳରେ । ଜଣେ ମହିଳା କରଜ ଶୁଝି ନପାରିବାରୁ କରଜଦାତା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇ ଦିଆଯାଇଥିବା ଜଣାଯାଇଛି । ଗତ ଫେବ୍ରୁଆରୀ ମାସରେ…

ମହିଳାଙ୍କ ଦୁଷ୍କର୍ମ ପରେ କାଢ଼ିନେଲେ ଋତୁସ୍ରାବକାଳୀନ ରକ୍ତ, ତାନ୍ତ୍ରିକକୁ ବିକିଲେ ୫୦ ହଜାର ଟଙ୍କାରେ

ମୁମ୍ବାଇ : ଏକ ଛାତି ଥରା ଅଘଟଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରରେ । ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ସାଂଘାତିକ ଭାବେ ଦୁଷ୍କର୍ମ କରିବା ସହ ତାଙ୍କର ଋତୁସ୍ରାବକାଳୀନ ରକ୍ତକୁ ଜୋର ଜବରଦସ୍ତ ସଂଗ୍ରହ କରି ଜଣେ କାଲାଯାଦୁ ତାନ୍ତ୍ରିକକୁ ୫୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି ଦୁଷ୍କର୍ମକାରୀ…