Below header
Browsing Tag

woman sub inspector

ବଦଳୁଛି ଦୁନିଆ ! ଖାକି ପୋଷାକରେ ଥାଇ ବି ଏକ ଅଜଣା ଶବକୁ କାନ୍ଧ ଦେଲେ ମହିଳା ସବ-ଇନସପେକ୍ଟର

ଆନ୍ଧ୍ରପ୍ରଦେଶ(କେ ନ୍ୟୁଜ): ମହିଳା ସବ-ଇନସପେକ୍ଟରଙ୍କ ମହାନତା। ଅଜଣା ମୃତଦେହକୁ କାନ୍ଧରେ ବୋହି ଶେଷକୃତ୍ୟ କଲେ ଆନ୍ଧ୍ରପ୍ରଦେଶର ମହିଳା ସବ ଇନସପେକ୍ଟର ସିରିଶା। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଏକ ଅଂଚଳରେ ଏକ ଅଜଣା ମୃତଦେହ ପଡିରହିଥିଲା। ମୃତଦେହଟି ପ୍ରକୃତରେ ଜଣେ ଭିକାରୀଙ୍କର…