Browsing Tag

Women officer beaten

ପତି ପତ୍ନୀ ଝଗଡ଼ା ସମାଧାନ କରିବାକୁ ଯାଇ ମାଡ଼ ଖାଇଲେ ମହିଳା ଅଧିକାରୀ

କଥାରେ ଅଛି ‘ମାନି ଜାମିନି ମଧ୍ୟସ୍ଥି, ମନା କରିଛନ୍ତି ଅଗସ୍ତି’ । ଏହାର ଅର୍ଥ ହେଉଛି କାହା ଲାଗି କୌଣସି ବିବାଦୀୟ ପରିସ୍ଥିତିରେ ଅନ୍ୟର ଦାୟିତ୍ୱ ନେଇ ମଧ୍ୟସ୍ଥି ହେବ ନାହିଁ । ନଚେତ ସମସ୍ୟାରେ ପଡ଼ିବାର ଆଶଙ୍କା ରହିଛି । ନିକଟରେ ଏଭଳି ଏକ ଘଟଣା ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳରେ ଘଟିଛି ।…